ଫାଇଜର କମ୍ପାନୀର “ପାକ୍ସଲୋଭିଡ୍” ୯୫ଟି ଦେଶରେ ଉତ୍ପାଦନ ଓ ବିକ୍ରି ହେବ

ନୂଆଦିଲ୍ଲୀ : ବିଶ୍ବର ୯୫ଟି ଦେଶରେ ମିଳିପାରିବ ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଦ୍ବାରା ପ୍ରସ୍ତୁତ କରୋନା ଔଷଧ। ଏଥିପାଇଁ ଫାଇଜର ଜାତିସଂଘ ଅନୁବନ୍ଧିତ ଏକ ସଂସ୍ଥା ସହ ଚୁକ୍ତି କରିଛି। ଜେନିଭା ଭିତ୍ତିକ ଏହି ସଂସ୍ଥା ହେଉଛି ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍। ଏହି ଚୁକ୍ତି ଫଳରେ ଅନ୍ୟ ଔଷଧ ଉତ୍ପାଦକମାନେ ଏହି ଔଷଧର ଉତ୍ପାଦନ କରିପାରିବେ ଓ ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ। … Continue reading ଫାଇଜର କମ୍ପାନୀର “ପାକ୍ସଲୋଭିଡ୍” ୯୫ଟି ଦେଶରେ ଉତ୍ପାଦନ ଓ ବିକ୍ରି ହେବ